ସୋନପୁର: କୁଶାମାଲ ସ୍କୁଲ୍ ଫାଟକରେ ତାଲା :
ଗାଁ' କଲ୍ୟାଣ ମଣ୍ଡପଠାରେ ପାଠ ପଢ଼ୁଛନ୍ତି ପିଲା ;
ଚର୍ଚ୍ଚାରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ଦାୟିତ୍ଵହୀନତା
-
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ୍ କୁଶାମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜନୈକା ଶିକ୍ଷୟତ୍ରୀଙ୍କ କାର୍ଯ୍ୟରେ ଯୋଗଦାନକୁ ବିରୋଧ କରି କୁଶାମାଲ ଗ୍ରାମବାସୀଙ୍କ ପକ୍ଷରୁ ଦୀର୍ଘ ଦିନ ହେଲା ସ୍କୁଲ୍ ଫାଟକରେ ତାଲା ପଡ଼ିଛି ।ଉପମା ଗୁଆଲ ନାମ୍ନୀ ଶିକ୍ଷୟତ୍ରୀ ଗତ ୨୧ ତାରିଖ ତାଙ୍କ କାର୍ଯ୍ୟରେ ଯୋଗଦାନ କରିଥିବା ତଥା ପ୍ରଧାନ ଶିକ୍ଷୟିତ୍ରୀ ଭବାନୀ ମେହେର ଏହାକୁ ଗ୍ରହଣ କରି ସାରିଥ