ପଣ୍ଡକିମାଳ ବିଦ୍ୟାଳୟରେ ରୌପ୍ଯ ଜୟନ୍ତି ସମାରୋହ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ କଦଳୀଗଡ ପଞ୍ଚାୟତ ପଣ୍ଡକିମାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ପ୍ରଧାନଶିକ୍ଷକ ଦୁଃଖିଶ୍ଯାମ ବେହେରାଙ୍କ ପୌରହିତ୍ୟରେ ରୌପ୍ଯ ଜୟନ୍ତି ସମାରୋହ ମହା ଆଡମ୍ବରରେ ପାଳିତ ହୋଇ ଯାଇଛି। ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ଯ ମୁଖ୍ଯ ଅତିଥି,ଅବସରପ୍ରାପ୍ତ ଶିକ୍ଷକ ଶତ୍ରୁଘ୍ନ ସ୍ବାଇଁ ମୁଖ୍ଯ ବକ୍ତା ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ,ଏନଏସି ଅଧ୍ୟକ୍ଷ ଶିବରାମ ସାହୁ,ବିଡିଓ ରାଜେନ୍ଦ୍ର ନାରାୟଣ ସେନାପତି, ଜିଲାପରିଷଦ ସ