ଆଜି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାରାୟଣପାଟଣା କେଜିବିଭି ବିଦ୍ୟାଳୟ ଠାରେ ପିଏମଶ୍ରୀ ଉତ୍ସବ ପାଳନ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କଳ୍ପନା ଜେନାଙ୍କ ସଭାପତିତ୍ୱରେ ମୁଖ୍ଯ ଅତିଥି ଭାବେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା, ମୁଖ୍ଯ ବକ୍ତା ଈଶ୍ବର ମୁଦୁଲି ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଗୋଲାଦି ତ୍ରିନାଥ ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିକ୍ରମ ଦୋରା ପ୍ରମୁଖ ଉପସ୍ଥିତ ଥିବା ଅପରାହ୍ନ ୪ଟା ସମୟରେ ବ୍ଲକ ଚେୟାରମ୍ୟାନ ଗୋଲାଡି ତ୍ରିନାଥ ସୂଚନା ଦେଇଛନ୍ତି।