ଆଜି ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ଇବ ବ୍ରିଜ ରେ ପୁଣି ଜାମ ଦେଖିବାକୁ ମିଳିଛି ଦିନ ପ୍ରାୟ ୨ ଟା ସମୟରେ। ଝାରସୁଗୁଡ଼ା ଓ ବ୍ରଜରାଜନଗର୍ କୁ ସଂଯୋଗ କରୁଥିବା ଏହି ସେତୁ ପ୍ରାୟ ଦିନ ଜାମ ରହୁଥିବାରୁ ଲୋକେ ହନ୍ତ ସନ୍ତ ହେଉଛନ୍ତି ଓ ଆଜି ଏକ ଆମ୍ବୁଲାନ୍ସ ଏହି ଜାମ ଯୋଗୁଁ ଫସି ରହିଥିଲା ଯାହା ସାଧାରଣରେ ଅସନ୍ତୋଷ ଦେଖା ଦେଇଛି।