କୋଟପାଡ: ଫୁଲଭଟା ଏବଂ ପକନାଗୁଡା ପଂଚାୟତ ଗୃହ ନିର୍ମାଣ କୁ ନେଇ ପ୍ରତିକ୍ରିୟା ରଖିଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା l
Kotpad, Koraput | Jul 22, 2025
କୁନ୍ଦୁରା ବ୍ଲକ ଅନ୍ତର୍ଗତ ପକନାଗୁଡା ଏବଂ ଫୁଲଭୋଟ ପଂଚାୟତ କର୍ଯ୍ୟାଳୟ ଗୃହ ନିର୍ମାଣ ରେ ବିଳମ୍ବିତ ଅଭିଯୋଗ ପରେ ବୈପାରୀଗୁଡା ଠାରେ ମଙ୍ଗଳ ବାର...