କୋରାପୁଟ ... ଆଜି ସକାଳୁ ଛଅ ଟା ସମୟରୁ କୋରାପୁଟ ରେ ଚାଲିଛି ପକ୍ଷୀଗଣନା। କୋରାପୁଟ ର ପାଞ୍ଚଟି ବିଭିନ୍ନ ସ୍ଥାନ ରେ ଚାଲିଛି ଏଇ ପକ୍ଷୀଗଣନା। କୋରାପୁଟ ବନାଞ୍ଚଲର କୋଲବ୍ ଜଳ ଭଣ୍ଡାର.. ରାଣିଗଡ ଦ୍ୟାମ.. ଡଙ୍ଗରି ମାଲିଗୁଡ଼ା.. ବାଗ୍ରା.. ଏଵଂ ଦାମନଯୋଡି ଅଞ୍ଚଳ ରେ ଚାଲିଛି ପକ୍ଷୀ ଗଣନା। ଏଇ ପକ୍ଷୀ ଗଣନା ରେ ପାଞ୍ଚ ଟି ଟିମ୍ ସାମିଲ ଅଛନ୍ତି। ସକାଳୁ ସକାଳୁ ଏଇ ଟିମ୍ ବିଭିନ୍ନ ସ୍ଥାନ ରେ ପୋହଞ୍ଚୀ ସାରିଲେଣି। ଗତବର୍ଷ କୋରାପୁଟ ବନାଞ୍ଚଳରେ 2012 ପକ୍ଷୀ ଦେଖିବାକୁ ମିଳିଥିଲା।