କୋଟପାଡ: ନାରାଗାଁ ପଥର କୁଆଁରୀ ସିଲ କୁ ନେଇ ଆଜି କୁନ୍ଦୁରା ଠାରେ ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ବାସିନ୍ଦା
Kotpad, Koraput | Nov 29, 2025 କୁନ୍ଦୁରା ବ୍ଲକ ଅନ୍ତର୍ଗତ ବଣୁଆଗୁଡା ପଂଚାୟତ ନାରାଗାଁ ଠାରେ ବେନିୟମ ପଥର କୁଆଁରୀକୁ ଗତ 24ତାରିଖ ଦିନ ସିଲ କଲେ ଜୟପୁର ଉପଜିଲ୍ଲାପାଳ l ଆଜି ତଥା ଶନିବାର ଅପରାହ୍ନ ଚାରିଟା ସମୟରେ ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ବାସିନ୍ଦା ବିରୋଜା ପଣ୍ଡା l ପଥର କୁଆଁରୀ ବିନା ଅନୁମତିରେ ଗତ ୬ ମାସ ଧରି ଚାଲିଥିଲା l ଖବର ପାଇ ଜିଲ୍ଲା ପ୍ରଶାସନ ନିର୍ଦେଶ କ୍ରମେ ପଥର କୁଆଁରୀ ସିଲ କରାଯାଇଛି l