ରେଢ଼ାଖୋଲ କଲେଜ ଛକରେ ଚାଷୀଙ୍କ ଆନ୍ଦୋଳନନଂ, ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦସମ୍ବଲପୁର ଜିଲ୍ଲା କୃଷକ ସଂଘର ଆହ୍ବାନ କ୍ରମେ ଓ ପଶ୍ଚିମ ଓଡ଼ିଶା କୃଷକ ସମନ୍ୱୟ ସମିତି ସମର୍ଥନରେ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ରେଢ଼ାଖୋଲ ଉପଖଣ୍ଡ କୃଷକ ସଂଘର ଚାଷୀ ସଙ୍ଗଠନ ପକ୍ଷରୁ ଗୁରୁବାର ଦିନ ରେଢ଼ାଖୋଲରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏ ନେଇ ଆଜି ସକାଳ 9 ଟା ସମୟରେ କଲେଜେ ଛକରେ ଆନ୍ଦୋଳନ କରାଯାଇଛି। ଧାନ ବିକ୍ରି ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ବଢ଼ୁଥିବାରୁ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଡାକରାରେ ରେଢ଼ାଖୋଲରେ ଯାନବାହାନ, ଦୋକାନ ବଜାର ଖୋଲା ଥିବା ବେଳେ ସ୍କୁଲ