ନର୍ଲା: ମାଣ୍ଡେ ଲ ଗ୍ରାମ ପଞ୍ଚାୟତ ଅଞ୍ଚଳର ଜଣେ 16 ବର୍ଷୀୟା ନା ବାଳିକା ଘରୁ ନିଖୋଜ ଘଟଣା ଥାନାରେ ଅଭିଯୋଗ
ଗତ କିଛି ଦିନ ତଳେ ନର୍ଲା ଥାନା ଅନ୍ତର୍ଗତ ମାଣ୍ଡେ ଲ ଗ୍ରାମ ପଞ୍ଚାୟତ ଅଞ୍ଚଳର ଜଣେ 16 ବର୍ଷୀୟ ନା ବାଳିକା ଘରୁ ନିଖୋଜ ହୋଇଥଲା ଘର ଲୋକେ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ମିଳିପାରି ନ ଥିଲା ଏ ନେଇ ଆଜି ରବିବାର ଅପରାହ୍ନ ଏକ ଘଣ୍ଟା ସମୟରେ ଥାନରେ ଅଭିଯୋଗ କରିଥିଲେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି