ଧର୍ମଗଡ: ଟେମରା ଠାରେ ଡୋକାରିଚଞ୍ଚରା କାହାର ଟା ଆଲୋଚନା ଚକ୍ର ଅନୁଷ୍ଠିତ।
ଟେମରା ଠାରେ ଡୋକାରିଚଞ୍ଚରା ସୁରକ୍ଷା ମଞ୍ଚ ର ଆବାହକ ରାଜେନ୍ଦ୍ର ନାଏକ ଙ୍କ ନେତୃତ୍ୱରେ ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକାରିଚଞ୍ଚରା କାହାର ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ଏହି ଆଲୋଚନା ରେ ଅଞ୍ଚଳ ର ସଚେତନ ନାଗରିକ, ବୁଦ୍ଧିଜୀବୀ ମାନେ ନିଜର ମତାମତ ପ୍ରକାଶ କରିଥିଲେ।