ସୁନାବେଡା ଥାନା ଅଞ୍ଚଳରେ ଘଟିଥିବା ନାବାଳିକା ଅପହରଣ ଏବଂ ଦୁଷ୍କର୍ମ ମାମଲାର ବିଚାର କରି 12 ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଆଜି ଜୟପୁର ଫାଷ୍ଟ ଟ୍ରାକ ସ୍ୱତନ୍ତ୍ର କୋର୍ଟ ର ଆଡ଼ହକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ପ୍ରଜ୍ଞା ନଳିନୀ ମିଶ୍ର ରାଜପଲାମ ରାୟ ର ଶୁଣାଣି କରି ଦୋଷୀ ଲକ୍ଷ୍ମଣ ଦାଡ଼ିଆ କୁ 20 ବର୍ଷ ସଶ୍ରମ କାରାଦଣ୍ଡ ସହ 42000/- ଟଙ୍କା ଜୋରିମାନା ଦଣ୍ଡିତ କରାଯାଇଛି ବୋଲି ଆଜି ସଂନ୍ଧ୍ୟା 6ଟାରେ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ସରକାରୀ ଓକିଲ ଡ଼କ୍ଟର ଗାୟତ୍ରୀ ଦେବୀ ସୂଚନା ଦେଇଛନ୍ତି l