Public App Logo
Jansamasya
National
Bihar
Madhya_pradesh
Indianrailways
Patanjali
New_delhi
Chandigarh
South_delhi
Shahdara
Beattheheat
���हीद_दिवस
North_east_delhi
Nagaland
East_delhi
Tbmuktbharat
North_delhi
West_delhi
Notoadulteration
Railinfra4uttarpradesh
Railone
North_west_delhi
���िश्व_जल_दिवस
Thodadhyanse
Capacitybuilding
Educationforall
Worldwaterday
Chaitranavratri
Railsafety
���ंतर्राष्ट्रीय_वन_दिवस

ଜଟଣୀ: ମୁଣ୍ଡିଆ ସାହିରେ ମୁସଲିମ ସମ୍ପ୍ରଦାୟର ବିଶାଳ ମାତମ ଶୋଭାଯାତ୍ରାରେ ଯୋଗ ଦେଇ ସନ୍ତୋଷ ଜେନା ଓ ନୌସିର ଅଲ୍ଲୀ ରଖିଲେ ପ୍ରତିକ୍ରିୟା

Jatani, Khordha | Aug 12, 2025
ଜଟଣୀ ମୁଣ୍ଡିଆ ସାହିରେ ମୁସଲିମ ସମ୍ପ୍ରଦାୟର ଧର୍ମ ଗୁରୁ ତଥା ମହାପୁରୁଷ ମହମଦଙ୍କ ଉଦେଶ୍ୟରେ ବିଶାଳ ମାତମ ଶୋଭାଯାତ୍ରାରେ 5 ଶହରୁ ଉର୍ଦ୍ଧ୍ୱ ମୁସଲିମ ସମ୍ପ୍ରଦାୟର ବ୍ୟକ୍ତି ମାନେ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବରିଷ୍ଠ କଂଗ୍ରେସ ନେତା ଡକ୍ଟର ସନ୍ତୋଷ ଜେନା ଓ ପୂର୍ବତନ କାଉନସିଲର ନୌସିର ଅଲ୍ଲୀ ଆଜି ଅପରାହ୍ନ ସାଢେ 5 ଘଣ୍ଟିକା ସମୟରେ ପ୍ରତିକ୍ରିୟା ରଖିଥିଲେ |