ଲକ୍ଷ୍ମୀପୁର: ମାନବିକତା ଦେଖାଇଲେ ସାମ୍ବାଦିକ,ବାରିକଣ୍ଟା ଗାଁ ଛକରେ ବାଇକ ଦୁର୍ଘଟଣାରେ ଗୁରୁତର ଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କଲେ
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ଅଧିନରେ ଥିବା ଉପରଗୌଡ଼ ବାରିକଣ୍ଟା ଗାଁ ଛକ ରେ ବାଇକ ଦୁର୍ଘଟଣା ରେ ଗୁରୁତର ଅବସ୍ଥାରେ ପଡ଼ିଥିବା ମହିଳାଙ୍କୁ ସ୍ଥାନୀୟ ସାମ୍ବାଦିକ ମାନେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଣି ଭର୍ତ୍ତି କରିଥିବା ସଂଧ୍ଯା ୭ଟା ସମୟରେ ଦେଖିବାକୁ ମିଳିଛି।