ଗଂଜାମ ଜିଲ୍ଲା ଦିଗପହଣ୍ଡି ମୋହନା ଯିବା ରାସ୍ତା ତଥା ତପ୍ତପାଣି ଠାରେ ଗଛ ଡାଳ ପଡି ଜଣେ ବଙ୍ଗିୟ ମହିଳା ପର୍ଯ୍ୟଟକ ଅ।ହାତ ହୋଇଥିବାର ଖବର ମିଳିଛି । କିଛି ସମୟ ପାଇଁ ଦିଗପହଣ୍ଡି ମୋହନା ଗାଡି ଚଳାଚଳ ବନ୍ଦ ରହିଥିବାର ମଧ୍ୟ ଖବର ମିଳିଥିବା ବେଳେ ଘଟଣାଟି ଅ।ଜି 4 ଘଣ୍ଟ ସମୟରେ ଘଟିଥିବାର ଖବର ମିଳିଛି । ଗୁରୁତ୍ଵର ବଙ୍ଗିୟ ମହିଳା ପର୍ଯ୍ୟଟକଙ୍କୁ ଦିଗପହଣ୍ଡି ମେଡିକାଲରେ ଚିକିଛା ପାଇଁ ଭର୍ତି କରାଯାଇଥିବା ଖବର ମିଳିଛି ।