ପଟ୍ଟାଙ୍ଗୀ: ନନ୍ଦପୁରରେ ବ୍ଲକ ସ୍ତରୀୟ ପରବ ପ୍ରସ୍ତୁତି ,ଦିନକ ପରେ ହେବ ବ୍ଲକ୍ ସ୍ତରୀୟ ଉଦଘାଟନ,ସ୍ଥିତି ଦେଖିଲେ ବ୍ଲକ ଚେୟାରମ୍ୟାନ
କୋରାପୁଟ ଜିଲ୍ଲା କଳା ସଂସ୍କୃତି ପ୍ରତିଭା ପ୍ରଦର୍ଶନ ପରବ 2025 ଆରମ୍ଭ ହୋଇ ଥିବା ବେଳେ ନନ୍ଦପୁର ବ୍ଲକ୍ ଉତ୍ସଵ ମୁଖର ହୋଇ ଉଠିଛି l ଚଳିତ ବର୍ଷ ବ୍ଲକ୍ ସ୍ତରୀୟ ପରବ ଆସନ୍ତା ଦୁଇ ଦିନ ଧରି ଅନୁଷ୍ଠିତ ହେବା ନେଇ ପ୍ରସ୍ତୁତି ଜର ସର ଆରମ୍ଭ ହୋଇଛି , ଦିନକ ପରେ ବ୍ଲକ୍ ସ୍ତରୀୟ ପରବ ଉଦଘାଟିତ ନେଇ ପ୍ରସ୍ତୁତ ଜର ସର୍ ଚାଲିଛି l