ରେଢାଖୋଲ: ଏନଏସି ଅଧ୍ୟକ୍ଷଙ୍କ ପ୍ରଚେଷ୍ଟାରେ ବସଷ୍ଟାଣ୍ଡରୁ ମାନସିକ ରୋଗୀ ଉଦ୍ଧାର , ଚିକିତ୍ସା ପାଇଁ ଗଲା ସମ୍ବଲପୁର
Rairakhol, Sambalpur | Jul 22, 2025
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହର ଅଞ୍ଚଳରେ କିଛି ମାସ ହେବ ଜଣେ ମହିଳା ମାନସିକ ରୋଗୀ ନିଜର ହିତାହିତ ଜ୍ଞାନ ହରାଇ ଏପଟ ସେପଟ ବୁଲୁଥିଲେ ।...