ଦେବଗଡ: ଉଟୁଣିଆ ଗ୍ରାମରେ ଟ୍ରାକ୍ଟର ଧକ୍କାରେ ଶିଶୁ କନ୍ୟା ମୃତ୍ୟୁ ଘଟଣା, ଫେରାର ଟ୍ରାକ୍ଟର ଡ୍ରାଇଭର ଅଟକ
Debagarh, Debagarh (Deogarh) | Jul 14, 2025
କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଉଟୁଣିଆ ଗ୍ରାମରେ ଟ୍ରାକ୍ଟର ଧକ୍କାରେ ଶିଶୁ କନ୍ୟା ମୃତ୍ୟୁ ଘଟଣାରେ ଫେରାର ଥିବା ଟ୍ରାକ୍ଟର ଚାଳକଙ୍କୁ ପୋଲିସ...