ବାଲେଶ୍ଵର ଫକିର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଚାମ୍ପିଅନ ଲିଗ୍ ର ସିଜନ୍ ୦୧ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ସମାରୋହରେ ଗୁରୁବାର ଅପରାହ୍ନ ୩:୩୦ରେପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସ୍ବରୂପ କୁମାର ଦାସ ଯୋଗଦେଇ ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ଆୟୋଜକ ଙ୍କୁ ସାଧୁବାଦ୍ ଜଣାଇଥିଲେ।