ପୁରୀ ମ୍ୟୁନିସିପାଲଟି: ନିଜ ଏକ୍ସ ଆଇଡ୍ଡିରେ ଶ୍ରୀମନ୍ଦିର ଭିତର ଫୋଟୋ ଅପଲୋଡ଼ କରି କାଟିଦେଲା ଏ ଏସ ଆଇ, ସିଂହଦ୍ୱାରା ରେ ଅସନ୍ତୋଷ ପ୍ରକାଶ କଲେ. ସେବାୟତ l
Puri M, Puri | Jul 29, 2025
ନିଜ ଏକ୍ସ ଆଇଡ୍ଡି ରେ ଶ୍ରୀମନ୍ଦିର ଭିତର ଫୋଟୋ ଅପଲୋଡ଼ କରି କାଟିଦେଲା ଏ ଏସ ଆଇ ।ଭାରତୀୟ ପ୍ରତ୍ନତାତ୍ବିକ ସଂସ୍ଥା କରୁଛି ମନମାନି...