ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଆଜି ଗୁରୁବାର ସକାଳ ପ୍ରାୟ ସାଢ଼େ ଏଗାରଟା ସମୟରେ ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରୀ ସଭାପତି ନିତିନ ନବୀନ ଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟ ରେ ଭେଟି ନୂତନ ବର୍ଷ ର ଶୁଭେଚ୍ଛା ଜଣାଇଛନ୍ତି |ଏହା ସହିତ ଓଡିଶା ରାଜ୍ୟ ଓ ଝାରସୁଗୁଡା ଜିଲ୍ଲା ରେ ଭାରତୀୟ ଜନତା ପାର୍ଟି କିପରି ମଜଭୁତ ହେବ ସେ ନେଇ ଆଲୋଚନା କରିଥିଲେ | ଓଡ଼ିଶା ଓ ଝାରସୁଗୁଡା ଜିଲ୍ଲାରେ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ସମଗ୍ର ବିକାଶ ଓ ଲୋକସେବାର ଲକ୍ଷ୍ୟକୁ ଆଗେଇ ନେବାରେ ତାଙ୍କ ନେତୃତ୍ୱ ନୂତନ ଦିଗନିର୍ଦ୍ଦେଶ ଦେବ ବୋଲି ଝାରସୁଗୁଡା ବିଧାୟକ ଟଙ୍କଧର