ଭଟଲି: ଭଟଲି ବ୍ଳକ ଇ ବିଭିନ୍ନ ବିଦ୍ୟାଳୟ ରେ ପାଳିତ ହେଲା ଶିଶୁଦିବସ
ଭଟଲି ବ୍ଳକ ଇ ବିଭିନ୍ନ ବିଦ୍ୟାଳୟ ରେ ପାଳିତ ହେଲା ଶିଶୁଦିବସ ଭଟଲି ବ୍ଲକ୍ ଅନ୍ତର୍ଗତ ନୂଆଗଡ ଲକ୍ଷ୍ମୀନାରାୟଣ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ପରଦେଶୀ ବୁଦ୍ଧିଆଙ୍କ ଅଧ୍ୟକ୍ଷତାରେ ଓ ଶିକ୍ଷକ ଆନନ୍ଦ ସାହୁଙ୍କ ସଂଯୋଜନାରେ ଆଜି ସକାଳ୧୦ଟାରେ ଶିଶୁଦିବସ ପାଳିତ ହୋଇଥିଲା।ଏହିକାର୍ଯ୍ୟକ୍ରମରେ ଅତିଥିଭାବରେବିଦ୍ୟାଳୟ ପ୍ରତିଷ୍ଠାତା ସଦସ୍ୟ ପୁରନ ସହୁ, ଆଲୁମିନି ସଦସ୍ୟ ସୁନୀଲକୁମାର ସାହୁ ଯୋଗ ଦାନ କରିଥିଲେ।ଶିକ୍ଷକ ଗଜାନନ ବେହେରା, ରାଜେଶ ପଟେଲ, ଡଳି ସରାଫ ଓ ଜୁଲି ସରାଫ ଯୋଗଦେଇ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୀବନୀ ଓ ଆଧୁନିକ ଭାରତ ନିର୍ମାଣରେ ତାଙ୍କ ଭୂମିକା ଉପରେ ବୁଝାଇଥିଲେ।