ବୋରିଗୁମ୍ମା ବ୍ଲକ ଅଫିସ ଠାରୁ ମୁଖ୍ୟ ଛକ ପର୍ଯ୍ୟନ୍ତ କୋଟପାଡ଼ ରୋଡ଼ରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ସମୁଖ ରେ ଅଳିଆ ଆବର୍ଜନା ପକାଇଲେ ଆଗାମୀ ଦିନରେ ଜୋରିମାନା ଦେବାକୁ ପଡିବ ବଲି ବୋରିଗୁମ୍ମା ବିଡ଼ିଓ ସମସ୍ତ ଦୋକାନୀ ମାନଙ୍କୁ ତାଗିଦ କରିଛନ୍ତି। l ସୁଚନା ଥାଉକି କିଛିଦିନ ତଳେ ବୋରିଗୁମ୍ମା କୁ ସ୍ୱଚ୍ଛ ସୁନ୍ଦର କରିବା ନିମନ୍ତେ ଏକ ଅଭିଯାନ ହୋଇଥିଲା ଗ୍ରାମବାସୀ ଙ୍କ ସାହାଯ୍ୟ ନିମନ୍ତେ ଏକ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା କରାଇ ଥିଲେ।