କୋରାପୁଟ ରାମ ମନ୍ଦିର ପାଖ ରେ ଥିବା ମୁନା ଚା ଦୋକାନ ରେ ଥିବା ଚାୟ ପେ ଚର୍ଚ୍ଚା ରେ ଯୋଗ ଦେଲେ କୋରାପୁଟ ର ବିଧାୟକ ରଘୁରାମ ମାଛ। ଆଜି ସକାଳ ଆଠ ଟା ସମୟରେ ଯୋଗ ଦେଇ ନିଜ ପ୍ରତିକ୍ରିୟା ରଖି କହିଲେ ଚାୟ ପେ ଚର୍ଚ୍ଚା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନକର ଯୁଗାନ୍ତ କାରି ପଦକ୍ଷେପ। ଚୟ ପେ ଚର୍ଚ୍ଚା ହେବା ଦ୍ବାରା ଯୁବ ଗୋଷ୍ଟି ଙ୍କ ସହ ମିଶି କି ଆଲୋଚନା ହେଉଚି। ଆଜିର ଏଇ ଚାୟ ପେ ଚର୍ଚ୍ଚା ସମୟରେ ସରୋଜ କୁମାର୍ ମାଝି..ମାଲେଶ୍ୱରେ ରାଓ.. ଦୀପକ ସାମଲ. ରକୀ ପଣ୍ଡା..ବିମଳ କୁମାର ଗରଡ଼ା.. ଅନ୍ତଜାମି ଜେନା.. ପ୍ରମୁଖ ଉପସ୍ଥିତ ଥିଲେ।