ନୂଆଗାଁ: ପଦାଦିଗୀ ପଂଚାୟତରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ବିୟୋଗରେ ଯୋଗଦେଲେ ଚିକିଟି ବିଧାୟକ
Nuagaon, Ganjam | Sep 17, 2024 ଚିକିଟି ନିର୍ବାଚନ ମଣ୍ଡଳୀ ପଦାଦିଗି ପଞ୍ଚାୟତ ନୂଆପେଣ୍ଠ ଗ୍ରାମର ନିରାକାର ସାହୁଙ୍କ ଧର୍ମପତ୍ନିଙ୍କ ଦେହାନ୍ତ ଖବର ଶୁଣି ତାଙ୍କ ବାସଭବନ ନିକଟରେ ପହଞ୍ଚି ଅମର ଆତ୍ମାର ସଦ୍ଗତି କାମନା କରିବା ସହ ସୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା l