ଖୋର୍ଦ୍ଧା: ମିକ୍ସଚର ଫ୍ୟାକ୍ଟ୍ରିରେ ଧଳାଜହର ବେପାର ଘଟଣା । ଅଭିଯୁକ୍ତକୁ ନିର୍ଦୋଷରେ ଛାଡ଼ିବା ନେଇ ଖୋର୍ଦ୍ଧା ଏସପି ଅଫିସ ଘେରାଉ କଲେ ଗ୍ରାମବାସୀ।
Khordha, Khordha | Jul 14, 2025
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ଡାଳତୋଳା ଠାରେ ଥିବା ମିକ୍ସଚର ଫ୍ୟାକ୍ଟ୍ରିରେ ଧଳାଜହର କାରବାର ନେଇ ଅବକାରୀ ବିଭାଗ ମାଲିକ ପଦ୍ମନାଭ...