କୋଟପାଡ: ଶହୀଦ ମାଟିର ଉନ୍ନତି ପାଇଁ ଦାବୀ କଲେ ଭେଜିନିଗୁଡା ୱାର୍ଡ ସଭ୍ୟ କାଶୀନାଥ ଚଲାଣ, ଏନେଇ ଭେଜିନଗୁଡା ଠାରେ ପ୍ରତିକ୍ରିୟା ରଖିଲେ l
Kotpad, Koraput | Nov 27, 2025 ଶହୀଦ ମାଟିର ଉନ୍ନତି ପାଇଁ ଦାବୀ କଲେ ଭେଜିନିଗୁଡା ୱାର୍ଡ ସଭ୍ୟ କାଶୀନାଥ ଚଲାଣ l ଏନେଇ ଭେଜିନଗୁଡା ଠାରେ ଆଜି ଅପରାହ୍ନ ଚାରିଟା ସମୟରେ ପ୍ରତିକ୍ରିୟା ରଖିଲେ l ତେନ୍ତୁଳିଗୁମ୍ମା ନଦୀ ଆରୋପଟେ ଭେଜିନିଗୁଡା ମାଛlଗୁଡା, କଣ୍ଟା ବାଉଁସିଆଗୁଡା , ମାଟିଗୁଡା, ମାଙ୍କଡପାଣି ଆଦି ଗାଁ ରହିଥିଲେ ବି ପୋଲ ନାହିଁ, ବାଧ୍ୟ ହୋଇ ଲୋକେ ଡ଼ଙ୍ଗା ରେ ଯାତାୟତ କରନ୍ତି l ଏହି ଗାଁ ଗୁଡିକୁ ନିତିଦିନିଆ ରାସ୍ତା ଖଣ୍ଡିଏ ନାହିଁ, ପାଣି ସୁବିଧା ନାହିଁ ଏବଂ ବିଜୁଳି ସେବାରୁ ବଞ୍ଚିତ ଅଛନ୍ତି l ଭରା ନଈ ପାର ହେବା ପାଇଁ ଦେଶୀ ଡ଼ଙ୍ଗା ଏକ ମାତ୍ର ଭରସା l ନଦୀ ଅରପଟେ ପ୍ରାୟ ୨ ଶହ ପରିବାର ବସବାସ କର