କାକଟପୁର: ଚତୃଦଶ ଜାତୀୟ ମତଦାତା ଦିବସ ଅବସରରେ ଗୋପ ବ୍ଲକ ସଭାଗୃହରେ ବିଡ଼ିଓଙ୍କ ଅଧକ୍ଷତାରେ କର୍ମଚାରୀଙ୍କ ଶପଥ ପାଠ।
Kakatpur, Puri | Jan 26, 2024 ଖବରରୁ ପ୍ରକାଶ ପ୍ରତ୍ୟେକ ବର୍ଷ ଜାନୁଆରୀ 25ତାରିଖକୁ ଜାତୀୟ ମତଦାତା ଦିବସ ରୂପେ ପାଳନ କରାଯାଉଥିବା ବେଳେ ଗୁରୁବାର ମଧ୍ୟାହ୍ନ 12 ସମୟରେ ଗୋପ ବ୍ଲକ ସଭାଗୃହରେ ବ୍ଲକର ସମସ୍ତ କର୍ମଚାରୀ ମାନେ ଶପଥ ପାଠ କରିଛନ୍ତି।