ଗୋବିନ୍ଦପୁର: ବାମରା ବ୍ଲକ କୃଷି କାର୍ଯ୍ୟାଳୟ ଠାରେ ଆତ୍ମା ପକ୍ଷରୁ ବୈଠକ ଅନୁଷ୍ଠିତ, କମିଟି ଅଧ୍ୟକ୍ଷ ଭାବେ ଯୋଗ ପରିଡ଼ା ମନୋନୀତ
Govindpur, Sambalpur | Jul 16, 2025
ବାମରା ବ୍ଲକ କୃଷି କାର୍ଯ୍ୟାଳୟ ରେ ବୁଧବାର ଦିନ ଆତ୍ମା ବ୍ଲକ କୃଷକ ଉପଦେଷ୍ଟା କମିଟି ପକ୍ଷରୁ ଏକ ବୈଠକ ଆୟୋଜିତ ହୋଇଥିଲା ବେଳେ ଏଥିରେ ଚାଷୀ...