ଛେଣ୍ଡିପଦା: ଛେଣ୍ଡିପଦାରେ ଖଣି ପାଇଁ ବିସ୍ଥାପିତଙ୍କ ପାଇଁ ତହସିଲ କାର୍ଯ୍ୟାଳୟ ରେ ସ୍ବତନ୍ତ୍ର ଅଭିଯୋଗ ଶୁଣାଣି ଶିବିର l
Chhendipada, Angul | Jul 14, 2025
ଅନୁଗୋଳ ଜିଲ୍ଲା ଛେଣ୍ତିପଦା ତହସିଲ କାର୍ଯ୍ୟାଳୟ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମବାର ୧୧ ଘଟିକା ସମୟରେ ସ୍ବତନ୍ତ୍ର ଅଭିଯୋଗ ଶୁଣାଣି ଶିବିର...