ଓରିଏଣ୍ଟ: ବ୍ରଜରାଜନଗର ବିଜେପି ମଣ୍ଡଳ ପକ୍ଷରୁ ରାଜସ୍ବମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ବ୍ରଜେଶ୍ୱରୀ ଦୁର୍ଗାମନ୍ଦିରରେ ପୂଜାର୍ଚ୍ଚନା ସହିତ ଦୀର୍ଘାୟୁ କାମନା
Orient, Jharsuguda | Jul 29, 2025
ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ବିଜେପି ମଣ୍ଡଳ ପକ୍ଷରୁ ବ୍ରଜରାଜନଗର ବିଧାୟକ ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ...