ଲଛିପୁର ଥାନା ପରିଦର୍ଶନ କଲେ ଜିଲ୍ଲା ଏସପି ନାରାୟଣ ନାଏକ। ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଲଛିପୁର ଠାରେ ଏକ ଅତ୍ୟାଧୁନିକ ଡିଯାଇନରେ ଏକ ନୂତନ ଥାନାକୁ ଆସନ୍ତାକାଲି ଭରଚୁଆର ମୁଡ଼ରେ ଉଦଘାଟନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଏହି ଅବସରରେ ଆଜି ଦିନ ପ୍ରାୟ ଆଜି ୨ଟା ବେଳେ ଜିଲ୍ଲା ଏସପି ନାରାୟଣ ନାଏକ ଲଛିପୁର ଥାନାକୁ ଯାଇ ପରି ପାର୍ସୀ କୁ ସ୍ଥିତି ଅନୁଧ୍ୟାନ କରିଛନ୍ତି।