ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ରଥ ନିକଟରେ ଅର୍ଣ୍ଣ ପ୍ରସାଦ ବଣ୍ଟନ
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଶ୍ରୀ ମନ୍ଦିର ଠାରେ ରଥ ପହଂଚିବା ପରେ ବୁଧୁବାର 12ଟା ରେ ବଡ଼ ଏକାଦଶୀ ଅବସରରେ ଅର୍ଣ୍ଣ ପ୍ରସାଦ ମାଗଣା ରେ ଭକ୍ତ ଙ୍କୁ ବଣ୍ଟନ କରାଯାଉଛି ସମସ୍ତ ସୋହଯୋଗ ରେ ଭକ୍ତ ମାନେ ଆନନ୍ଦ ରେ ପ୍ରସାଦ ନେଉଛନ୍ତି ସେବନ ପାଇଁ