ତେଲକୋଇ: ବାଲେଶ୍ଵର ଗାଁ ଅଞ୍ଚଳରେ ଗୋଠଛଡ଼ା ହାତୀ ଆତଙ୍କ ,ଧାନ ଫସଲ ନଷ୍ଟ କରିବା ସହିତ ଏକ ପ୍ରକାର ଆତଙ୍କ ଖେଳାଉଛି
ବାଲେଶ୍ଵର ଗାଁ ଅଞ୍ଚଳରେ ଗୋଠଛଡ଼ା ହାତୀ ଆତଙ୍କ ,ଧାନ ଫସଲ ନଷ୍ଟ କରିବା ସହିତ ଏକ ପ୍ରକାର ଆତଙ୍କ ଖେଳାଉଛି । ବିଲ ହୁଡ଼ାରେ ଜଗି ବସିଛନ୍ତି ଚାଷୀ | ହାତୀକୁ କଡ଼ା ନଜର ରଖିଛି ତେଲକୋଇ ବନବିଭାଗ । ଆଜି ରାତ୍ରୀ ୧୧ଟା ସମୟର ସୂଚନା ।