ଝାରସୁଗୁଡା: ମା ଦଶୁମତି ଖଳା ପୂଜାରେ ଯୋଗଦେବେ ପ୍ରଶିଧ କୃଷ୍ଣ ଗୁରୁ ଗାୟିକା ପୁଷ୍ପା ମେହେର
ଆସନ୍ତା ଡିସେମ୍ବର ୨୪ ତାରିଖ ଶ୍ରୀପୂରା ରେ ଯୋଗ ଦେବେ ପ୍ରସିଧ କୃଷ୍ଣ ଗୁରୁ ଗାୟିକା ପୁଷ୍ପା ମେହେର। କୃଷ୍ଣ ଗୁରୁ ଭଜନ ମଣ୍ଡଳୀ ତଲାବିରା ୧ ପଶ୍ଚିମ ଓଡ଼ିଶାରେ ବେଶ୍ ସୁନାମ ଅର୍ଜନ କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲା ସ୍ଥିତ ସ୍ରିପୁରା ରେ ହେବାକୁ ଥିବା ଏହି ପୂଜାରେ ଆହୁରି ମଧ୍ୟ ଅନ୍ୟ ଗାୟକ ଗାୟିକା ଙ୍କୁ ନିମନ୍ତ୍ରଣ କରାଯାଇଛି।