ବଲାଙ୍ଗୀର: ବାଞ୍ଜୀ ପାଲିରେ ବେଆଇନ ଭାବେ ଛାତ୍ରାବାସରେ ଧର୍ମାନ୍ତରୀକରଣକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
Balangir, Balangir | Aug 5, 2025
ବଲାଙ୍ଗିର ଜିଲା ଲୋଇସିଂହା ବ୍ଲକ ବୁର୍ଡା ଅନ୍ତର୍ଗତ ବାଞ୍ଜୀ ପାଲିଗ୍ରାମରେ ବେଆଇନ ଭାବେ ଚାଲୁଥିବା ଛାତ୍ରାବାସରେ ଧର୍ମାନ୍ତରୀକରଣ କରାଯାଉଛି।...