ତାଳଚେର ସଦର: ବଡ଼ହିରା ଗ୍ରାମର ଜମି ଅଧିଗ୍ରହଣ ସମସ୍ୟା ନେଇ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କଲେ ବିଧାୟକ
Talcher Sadar, Angul | Aug 29, 2024
ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ହିରା ଗ୍ରାମର ଜମି ଅଧିଗ୍ରହଣ ସମସ୍ୟା ନେଇ ଗୁରୁବାର ମଧ୍ୟାହ୍ନରେ ଭୁବନେଶ୍ୱର ସ୍ଥିତ ଓଡିଶା ଲୋକସେବା...