ଆଠମଲ୍ଲିକ ଥାନା ସଲେଇ ଢିପ ଗ୍ରାମର ସୁବ୍ରତ ବାରିକ ଙ୍କୁ ଗିରଫ କରିଛି l ଏ ନେଇ ତାଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ କରିଛି l ଏ ନେଇ ଆଠମଲ୍ଲିକ ପୋଲିସ 334/25 ରେ ଏକ ମାମଲା ରୁଜୁ କରିଛି l ଆଠମଲ୍ଲିକ ଆଇଆଇସି ପ୍ରକାଶ ମାଝୀ ଶନିବାର ରାତି 7 ଟା ରେ ସୂଚନା ଦେଇଛନ୍ତି ଜେ ସୁବ୍ରତ ନିକଟରେ ଥିବା ଜଙ୍ଗଲ ରେ ଜନ୍ତୁ ଶିକାର କରିବା ପାଇଁ ବନ୍ଧୁକ ଧରି ବୁଲୁଥିଲେ l ଖବର ପାଇଁ ପୋଲିସ ଚଢ଼ାଉ କରି ଗିରଫ କରିଥିଲା