ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଧାନ ମଣ୍ଡି ପରିଦର୍ଶନ କରିଛନ୍ତି ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ତଥା ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ସନ୍ତୋଷ ସିଂ ସାଲୁଜା। ବଙ୍ଗୋମୁଣ୍ଡା ବ୍ଳକର ବେଳପଡା ମଣ୍ଡି ଯାଇ ଚାଷୀଙ୍କ ସହ ଆଲୋଚନା କରିବା ସହ କଟଣୀ ଛଟଣି ଉପରେ ପଚାରି ବୁଝିଥିଲେ।