Public App Logo
Jansamasya
Uttar_pradesh
Congress
Modi
Delhi
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
No video available

ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ : ଶଙ୍ଖୁଳା ଅଙ୍ଗନବାଡି କେନ୍ଦ୍ରରୁ ଚୋରି ନେଇ ଫାଣ୍ଡିରେ ଅଭିଯୋଗ, ସନ୍ଦେହରେ ଜଣେ ଅଟକ

ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ ଫାଣ୍ଡି ଅଧୀନ ଶଙ୍ଖୁଳା ଅଙ୍ଗନବାଡି କେନ୍ଦ୍ରରୁ ଚୋରି ନେଇ ମଞ୍ଜୁରୀରୋଡ ଫାଣ୍ଡିରେ ଅଭିଯୋଗ ହୋଇଛି। ଅଙ୍ଗନବାଡି କେନ୍ଦ୍ରରୁ ଚୋର ମାନେ ଫ୍ୟାନ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିଥିବା ଜଣାପଡିଛି। ପୁଲିସ ଅଭିଯୋଗ ପାଇବା ପରେ ଘଟଣା ସ୍ଥଳ ପରିଦର୍ଶନ କରି ତଦନ୍ତ କରିବା ସହିତ ସନ୍ଦେହରେ ଜଣକୁ ଅଟକ ରଖିଥିବା ଜଣାପଡିଛି।

MORE NEWS