କଳାହାଣ୍ଡି ଜିଲ୍ଲା ରେ ଟୋକନ ସମସ୍ୟା ସାଂଗକୁ ମଣ୍ଡି ରୁ ଉଠୁନି ଧାନ। ଶୀତ କାକର ରେ ଦିନ ବିତାଉଛି ଚାଷୀ l ସରକାର ଙ୍କ ଚାଷୀ ମାରଣ ନୀତି ବିରୁଦ୍ଧ ରେ ଗର୍ଜିଲା ବିଜୁ ଜନତା ଦଳ l ଧର୍ମଗଡ ବ୍ଲକ ର ବିଭିନ୍ନ ମଣ୍ଡି ବୁଲିଲା ଫ୍ୟାକ୍ଟ ଫାଇଣ୍ଡି ଟିମ୍ ଚାଷୀ ଙ୍କ ସମସ୍ୟା ର ସମାଧାନ ନ ହେଲେ ବିଜୁ ଜନତା ଦଳ ର ଆନ୍ଦୋଳନ ଧମକ l