ନୂଆଗାଁ: କଳବାଡ଼ ଗ୍ରାମର ଭୀମ ପ୍ରଧାନଙ୍କ ମାଆଙ୍କ ଦେହାନ୍ତ ଖବର ଶୁଣି ତାଙ୍କ ବାସଭବନରେ ପହଁଚିଲେ ଚିକିଟି ବିଧାୟକ
Nuagaon, Ganjam | Sep 18, 2024 ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଚିକିଟି ବ୍ଳକ କଳବାଡ଼ ଗ୍ରାମର ଭୀମ ପ୍ରଧାନଙ୍କ ମାଆଙ୍କ ଦେହାନ୍ତ ଖବର ଶୁଣି ତାଙ୍କ ବାସଭବନ ରେ ପହଞ୍ଚିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି l