ଆଜି ନାରାୟଣପାଟଣା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ନାଗଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ 2025 କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । ଉକ୍ତ କାର୍ଯକ୍ରମରେ ନାରାୟଣପାଟଣା ବ୍ଲକ ଚେୟାରମ୍ୟାନ ଗୋଲାଦି ତ୍ରିନାଥ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିବା ଦିନ୧ଟେ ସମୟରେ ଦେଖିବାକୁ ମିଳିଛି।