ସୋନପୁର: ବି.ଇ.ଓ ଙ୍କ ହସ୍ତକ୍ଷେପରେ ହଟିଲା କୁଶାମାଲ ସ୍କୁଲ ଫାଟକରୁ ତାଲା,ଗ୍ରାମବାସିଙ୍କ ସହ ବୁଝାମଣା ଦିନରେ ଶିକ୍ଷୟତ୍ରି ଉପମା ଗୁଆଲ ଅନୁପସ୍ଥିତ
ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ କୁଶାମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଉପମା ଗୁଆଲ ନାମ୍ନୀ ଶିକ୍ଷୟତ୍ରିଙ୍କ ଯୋଗଦାନକୁ ନେଇ ଗ୍ରାମବାସି ସ୍କୁଲ ଫାଟକରେ ତାଲା ପକାଇଵା ଘଟଣାର ଆଜି ପୂର୍ଣ୍ଣଛେଦ ପଡ଼ିଛି | ଡୁଙ୍ଗୁରିପାଲି ବିଇଓ ଗଣେଶ କିଷାନଙ୍କ ହସ୍ତକ୍ଷେପରେ ଆଜି ପୂର୍ବାହ୍ନ ପ୍ରାୟ ୧୦ ଟାରେ ଛାତ୍ର ଛାତ୍ରୀ ସ୍କୁଲ ଭିତରେ ପ୍ରବେଶ କରିବା ଶହ ପୂର୍ଵଭଳି ପାଠ ପଢ଼ା ସାଙ୍ଗକୁ ମଧ୍ୟ୍ୟହ୍ନ ଭୋଜନ ଯଥ