ବାଙ୍କୀ ଥାନା ଅନ୍ତର୍ଗତ କନ୍ତ ପହଁରା ଗ୍ରାମ ରାସ୍ତା କଡ଼ରୁ ଗୁରୁବାର ଏକ ଅଚିହ୍ନା ମୃତଦେହ ମିଳିଥିଲା । ତେବେ ମୃତଦେହ ଟିର କେହି ଦାବିଦାର ନଥିବା ହେତୁ ଶୁକ୍ରବାର ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ରଖାଯାଇଛି । 72ଘଣ୍ଟା ମଧ୍ୟରେ କେହି ଦାବିଦାର ନମିଳିଲେ ଶବକୁ ଡିସପୋଜ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।