ରେଙ୍ଗାଲି: ମଡେନ ପବ୍ଲିକ ସ୍କୁଲ ପରିସରରେ ରେଙ୍ଗାଲି ଖଣ୍ଡ ଆରଏସଏସ ପକ୍ଷରୁ ବିଜୟା ଦଶମୀ ଉତ୍ସବ ପାଳନ
ଆଜି ହେଉଛି ପବିତ୍ର ଦଶହରା ର ବିଜୟା ଦଶମୀ l ଏହି ପରିପେକ୍ଷୀ ରେ ରେଙ୍ଗାଲି ର ମଡେନ ପବ୍ଲିକ ସ୍କୁଲ ପରିସରରେ ଆରଏସଏସ ସଙ୍ଘ ପକ୍ଷରୁ ସକାଳ 7 ଟା ସମୟରେ ବିଜୟା ଦଶମୀ ଉତ୍ସବ ପାଳନ କରାଯାଇଛି l ଏହି ଅବସର ରେ ମୁଖ୍ୟବକ୍ତା ଭାବରେ ଜିଲ୍ଲା ଗ୍ରାମୀଣ ସହ ସଂଘଚାଳକ ଜୀବର୍ଦ୍ଧନ ଭାଇ,ଖଣ୍ଡ କାର୍ଯ୍ୟନିର୍ବାହ ସନ୍ତୋଷ ଭାଇ,ପ୍ରାର୍ଥନା ପ୍ରମୁଖ ପ୍ରଶାନ୍ତ ଭାଇ,ମୁଖ୍ୟ ଶିକ୍ଷକ ଦିନେଶ ଭାଇ ଙ୍କ ସହ ସଙ୍ଘର ବହୁ ସଦସ୍ୟ ଗଣ ଉତ୍ସବ ପାଳନ ସମୟରେ ଉପସ୍ଥିତ ରହିଥିଲେ l