ଆଠମଲ୍ଲିକ: ଯୁବକ ଙ୍କୁ ଠେଙ୍ଗା ରେ ଆକ୍ରମଣ ଅଭିଯୋଗ
ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଉରୁକୁଳା ଗ୍ରାମର କୁଶ ମାଝୀ ଙ୍କୁ ସେହି ଗ୍ରାମର
ଜୁଦେଇ ପ୍ରଧାନ ଏକ ଠେଙ୍ଗା ରେ ଆକ୍ରମଣ କରିଥିବା କୁଶ ହଣ୍ଡପା ଥାନା ରେ ମଙ୍ଗଳବାର ଦିନ ଅଭିଯୋଗ କରିଛନ୍ତି l ତାଙ୍କ ଅଭିଯୋଗ କୁ ଭିତ୍ତି କରି ପୋଲିସ ନମ୍ବର 413/25 ରେ ଏକ ମାମଲା ରୁଜୁ କରିଛି l ପୋଲିସ କହିଛି ଜେ କୁଶ ତାଙ୍କ ଗ୍ରାମ ମଣ୍ଡପ ରେ ବସିଥିବା ବେଳେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଜୁଦେଇ ଏକ ଠେଙ୍ଗା ରେ ମାଡ଼ ମାରିଥିଲେ l ଫଳରେ କୁଶ ଙ୍କର ମୁଣ୍ଡ ଫାଟି ଯାଇଥିବା ବେଳେ ସେ ଗୁରୁତର ହୋଇ କିଶୋରନଗର ମେଡିକାଲ ରେ ଚିକିତ୍ସା ହେବ