ଜୟପୁର: ଜୟପୁର ବାମୁଣି ଗାଁରେ ଟେଲଲିଙ୍ଗ ସଂଘର ବୈଠକ, ସୂଚନା ଦେଲେ ସଙ୍ଘ ସଦସ୍ୟ
ଜୟପୁର ବାମୁଣି ଗାଁରେ ଟେଲଲିଙ୍ଗ ସଂଘର ବୈଠକ ଅନୁଷ୍ଟିତ ହୋଇଛି । ବୈଠକରେ ଟେଲରିଙ୍ଗ ମାନଙ୍କ ବ୍ୟବସାୟ ମାନ୍ଦା ଚାଲିଛି । ତେଣୁ ସରକାର ତୁରନ୍ତ ସହ ଯୋଗର ହତ ବଡାଇବାକୁ ସଂଘର ତରଫରୁ ଆଜି ଅପରାହ୍ନ ୪ଟାରେ ଦାବି କରାଯାଇଛି ।