ଜଗତସିଂହପୁର: ତିର୍ତ୍ତୋଲ ବଜାରରେ ଲାଗିଛି ମନ୍ତ୍ରୀଙ୍କୁ ତିର୍ତ୍ତୋଲ ବ୍ଲକ ବିକି ଦେଇ ବିଧାୟକ ନିଖୋଜ ଲେଖା ଥିବା ପୋଷ୍ଟର
Jagatsinghapur, Jagatsinghpur | Aug 4, 2025
ମନ୍ତ୍ରୀଙ୍କୁ ତୀର୍ତ୍ତୋଲ ବ୍ଲକ ବିକି ଦେଇ ବିଧାୟକ ହୋଇଗଲେ ନିଖୋଜ । ଏଭଳି ପୋଷ୍ଟର ଆଜି ସକାଳ ୧୦ଟା ସମୟରେ ତୀର୍ତ୍ତୋଲ ବଜାରରେ କାନ୍ଥରେ...