କୋଷାଗୁମୁଡା ଥାନା ଅନ୍ତର୍ଗତ ସାନଆମଡା ପଞ୍ଚାୟତ ର ଏସ କେରାଗାଁ ଏବଂ ଗୁଣ୍ଡରୀଗୁଡା ଇନ୍ଦ୍ରାବତୀ ନଦୀ ମଝିରେ ଏକ ଅଜଣା ଶବ ବଙ୍ଗଳବାର ଦିନ ଭାସୁଥିବା ଦେଖି ପୋଲିସ କୁ ସୂଚନା ଦେଇଥିଲେ ଗ୍ରାମବାସୀ l ଏନେଇ ଅଗ୍ନିଶମ ବିଭାଗ ଏବଂ ପୋଲିସ ପକ୍ଷରୁ ଶବ ଉଦ୍ଧାର କରାଯାଇଥିଲା l ଘଟଣା ସ୍ଥଳରେ ଆଜି ଅପରାହ୍ନ ୩ ଘଣ୍ଟା ସମୟରେ ସାଇଣ୍ଟିଫିକ ଟିମ ପହଞ୍ଚି ଶବ ଯାଞ୍ଚ କରିବା ସହ ଚିହ୍ନଟ ପ୍ରକ୍ରିୟା ଆରମ୍ବ କରିଥିଲେ l ବର୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ସବର ପରିଚୟ ମିଳିପାରିନାହିଁ l