ଧର୍ମଗଡ: ଚିକିତ୍ସାଧିନ ଅବସ୍ଥାରେ ନୂଆପଡା ଗାଁ ର ଦାଦନ ଶ୍ରମିକ ର ମୃତ୍ୟୁ
କାଶିବାହାଲ ପଞ୍ଚାୟତ ନୂଆପଡା ଗ୍ରାମର ଭକ୍ତ ବାଗ ପରିବାର ବୋଝ ମୁଣ୍ଡାଇବାକୁ ଗତ ୩ ମାସ ତଳେ ଦାଦନ ଖଟିବାକୁ ଗୋଆକୁ ଯାଇଥିବା ଶ୍ରମିକଙ୍କ ଅସୁସ୍ଥତା ପରେ ପୁଅ ପ୍ରକାଶ ବାଗ ଗାଁ ରୁ ଅସୁସ୍ଥ ବାପା କୁ ଆଣିବାକୁ ଯାଇ ଗୁରୁତର ବାପା ଙ୍କୁ ଟ୍ରେନ ଯୋଗେ ଭିଟାମାଟି କୁ ଆଣୁଥିବା ବେଳେ ଟ୍ରେନ ରେ ସ୍ୱାସ୍ଥ୍ୟ ଜଟିଳ ହେବାରୁ ବିଶାଖାପାଟଣା ର ସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥା ରେ ମୃତ୍ୟୁ ହୋଇଛି।